ଓଡ଼ିଶାଶିକ୍ଷା

ଆଜି ଠାରୁ ଓଜେଇଇ ଓ୍ବେବ୍‌ କାଉନସେଲିଂ

ଭୁବନେଶ୍ୱର ;  ୧୨ା୯  ସୋମବାରଠାରୁ ଆରମ୍ଭ ହେବ ଓଜେଇଇ ଓ୍ବେବ୍‌ କାଉନସେଲିଂ। ଆଜି ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍ଚ ଏବଂ ଏମ୍‌. ପ୍ଲାନ୍‌ ପାଇଁ କାଉନସେଲିଂ ହେବ । ସେହିପରି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ବି.ଟେକ୍‌, ବି.ଆର୍ଚ, ବି. ପ୍ଲାନ୍‌, ବି.କ୍ୟାଟ୍‌, ଏମ୍‌.ଏସ୍‌ସି ଆଦି ପାଇଁ ଓ୍ବେବ୍‌ କାଉନସେଲିଂ ଆରମ୍ଭ ହେବ। ଛାତ୍ରୀଛାତ୍ର www.ojee.nic.in କିମ୍ବା odishajee.comକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ପାଇ ପାରିବେ ବୋଲି ସୂଚନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com