ବାଣିଜ୍ୟ

ଟଙ୍କା ହେରଫେର ମାମଲାରେ କଣ୍ଟାବାଞ୍ଜି ଏସଡିପିଓଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି

କଣ୍ଟାବାଞ୍ଜି, ୧୯/୦୯/୨୦୨୨-  ଏସପିଙ୍କ ସ୍କାନରେ କଣ୍ଟାବାଞ୍ଜି ଏସଡିପିଓ ହୃଶିକେଶ ମେହେର । କଣ୍ଟାବାଞ୍ଜିରେ ଲଜରୁ ପୋଲିସର ଟଙ୍କା ଜବତ ଘଟଣାକୁ ନେଇ ଏବେ ଆକ୍ସନ ମୋଡରେ ଏସପି ନୀତିନ କୁଶଲକର । ଲଜରୁ ଟଙ୍କା ଜବତ ଓ ହେରଫେର ମାମଲାରେ ଏସଡିପିଓ ହୃଷିକେଶଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହାସହ ଏସଡିପିଓଙ୍କ ସ୍ଥାନୀୟ ଦୁଇ ବନ୍ଧୁ ଓ ୨ ଦାଦନ ସର୍ଦ୍ଦାରଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । କୌଣସି ଅପରାଧ ଜନିତ ଘଟଣାର ତଦନ୍ତ କିମ୍ବା ହସ୍ତକ୍ଷେପ ନକରିବାକୁ ଏସଡିପିଓଙ୍କୁ ଏସପି କଡା ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com