ରାଜନୀତି

ଲୋକସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି

ଲୋକସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ଏମପି ପ୍ରାର୍ଥୀଙ୍କ ପାଇଁ ଭାଜପା ବିଚାର ବିମର୍ଷ ଆରମ୍ଭ କରିଛି। ଏଥିପାଇଁ ନମୋ ଆପ୍‌ରେ ଜନ-ମନ ସର୍ଭେ ଆରମ୍ଭ ହୋଇଛି।

ଯେଉଁଥିରେ ସିଧାସଳଖ ଜନସାଧାରଣଙ୍କଠାରୁ କିଏ ପ୍ରାର୍ଥୀ ହେବେ ସେ ନେଇ ମତାମତ ନିଆଯାଉଛି। ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ତିନିଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଦେବାକୁ କୁହାଯାଇଛି। ଏହି ସର୍ଭେ ଯୋଗୁଁ ସିଟିଂ ଭାଜପା ଏମପିଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com