ରାଜନୀତି

ମହେଶ କୁମାଓ୍ୱତକୁ ରିମାଣ୍ଡରେ ନେଇଛି ପୁଲିସ

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମହେଶ କୁମାଓ୍ୱତକୁ ରିମାଣ୍ଡରେ ନେଇଛି ପୁଲିସ। ମାଷ୍ଟରମାଇଣ୍ଡ ଲଳିତ ଝା’ର ସମ୍ପର୍କୀୟ ଭାଇ କୁହାଯାଉଥିବା ମହେଶକୁ ଦିଲ୍ଲୀ ସ୍ପେଶାଲ ସେଲ୍‌ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ।

ଗିରଫ ପରେ ମହେଶକୁ ପୁଲିସ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା। ଏଠାରେ ପୁଲିସ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com