ଅନ୍ୟାନ୍ୟ

ରଙ୍ଗିଲା ଯନ୍ତ୍ରୀ! ୪ ଯୁବତୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ

ରଙ୍ଗିଲା ଯନ୍ତ୍ରୀ! ୪ ଯୁବତୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ! ପରବର୍ତ୍ତୀ ସମୟରେ ସେମାନଙ୍କୁ ଠକି ଦେଇଥିଲେ। ଦୁଇ ପୀଡ଼ିତାଙ୍କ ବୟାନ୍‌ ଆଧାରରେ ବାରିପଦା ଟାଉନ୍‌ ଥାନା ପୁଲିସ୍‌ ରଙ୍ଗିଲା ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାଇରଙ୍ଗପୁର ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ଶୁକ୍ରା ସିଂ। ସେ ସୋଶାଲ ମିଡିଆ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାରେ ଆକାଉଣ୍ଟ ଖୋଲି ସୁନ୍ଦରୀ ମହିଳା ଏବଂ ଯୁବତୀଙ୍କ ସହିତ ବନ୍ଧୁତା କରୁଥିଲେ।

Related Articles

Back to top button