ଓଡ଼ିଶା

ସୂର୍ଯ୍ୟ ପରାଗ ପାଇଁ ସରକାରୀ ଛୁଟି, ବନ୍ଦ ରହିବ ସ୍କୁଲ-କଲେଜ ସହ ସରକାରୀ ଅଫିସ

ଭୁବନେଶ୍ୱର, ୨୨/୧୦/୨୦୨୨-   ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ତଦନୁଯାୟୀ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ,ସ୍କୁଲ-କଲେଜ,ରାଜସ୍ବ ବିଭାଗୀୟ କୋର୍ଟ,ବ୍ୟାଙ୍କ ବନ୍ଦ ରହିବ ।୨୫ ତାରିଖ ଦିନ ସୂର୍ଯ୍ୟୋପରାଗ ହେବ। ଦୀପାବଳି ଅବସରରେ ଭାରତରେ ଏହା ଆଂଶିକ ସୂର୍ଯ୍ୟେଗ୍ରହଣ ଭାବେ ସନ୍ଧ୍ୟା ସମୟରେ ଦେଖାଯିବ। ପୁଣି ୫ ବର୍ଷ ପରେ ଅର୍ଥାତ ୨୦୨୭ ଅଗଷ୍ଟ ୨ ତାରିଖରେ ହେବାକୁ ଥିବା ସୂର୍ଯ୍ୟୋପରାଗ ଭାରତରେ ଆଂଶିକ ଭାବେ ଦେଖାଯିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com