ବାଣିଜ୍ୟ

ଆଜି ନିବେଶକ କରିପାରିବେନି ଟ୍ରେଡିଂ, ବନ୍ଦ ରହିବ ଷ୍ଟକ ମାର୍କେଟ

ଭୁବନେଶ୍ୱର: ଭାରତୀୟ ଷ୍ଟକ୍ ମାର୍କେଟ ବନ୍ଦ ରହିବ I ଦୀପାବଳୀ ପର ଦିନ ବାଲିପ୍ରତିପଦା ପଡୁଛି ଅର୍ଥାତ 26 ଅକ୍ଟୋବର ବୁଧବାର ଦିନ କୌଣସି କାରବାର ହେବ ନାହିଁ ଏବଂ ଉଭୟ ଷ୍ଟକ୍ ଏକ୍ସଚେଞ୍ଜ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଆଜି ଖୋଲିବ ନାହିଁ।

ଦୀପାବଳି ପରେ ବଳିପ୍ରତିପଦା ପାଳନ କରାଯାଏ I ଏହି ଦିନ ରାଜା ବଳି ଉପରେ ଭଗବାନ ବିଷ୍ଣୁଙ୍କ ବିଜୟ ଭାବରେ ପାଳନ କରାଯାଏ I ଆଜି ଦେଶର ଅନେକ ସ୍ଥାନରେ ଗୋବର୍ଦ୍ଧନ ପୂଜା ମଧ୍ୟ ପାଳନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com