ଅନ୍ୟାନ୍ୟ

କଟକ କାଳୀପୂଜା ଭସାଣି ଶୋଭାଯାତ୍ରାରେ ନିଆରା ଦୃଶ୍ୟ

ଭୁବନେଶ୍ୱର, ୨୮/୧୦/୨୦୨୨-   କଟକ କାଳୀପୂଜା ଭସାଣି ଶୋଭାଯାତ୍ରାରେ ପ୍ରଥମ ଥର ପାଇଁ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣିରେ ମହାଦେବଙ୍କ ଅଘୋରି ନୃତ୍ୟ ଦେଖାଇବା ପରେ ଆଜି କଟକରେ ଅଘୋରିଙ୍କ ନିଆରା ନୃତ୍ୟ । ଯାହାକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା । ଗୋଟିଏ ପଟେ କାଳୀ ଭସାଣି ଖୁବ ଜାକଜମକରେ ଜାରି ରହିଥିବା ବେଳେ ଅନ୍ୟପଟେ ଏହି ଅଘୋରିଙ୍କ ଭସ୍ମ ନୃତ୍ୟ ବେଶ ଚିତାକର୍ଷକ ଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com