ମନୋରଞ୍ଜନ

ଉର୍ଫିଙ୍କର ଏକ ଭିଡିଓ ଭାଇରାଲ ହୋଇଛି

ନିକଟରେ ଉର୍ଫିଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣଙ୍କ ହୋସ ଉଡିଯିବ। ଭିଡିଓରେ ଦେଖାଯାଇଛି କି, ଉର୍ଫି ଓ୍ବେଟର ହୋଇଛନ୍ତି।

ଓ୍ବେଟର ଡ୍ରେସ ପିନ୍ଧି ରେଷ୍ଟୁରାଣ୍ଟରେ ଥିବା ସବୁ କଷ୍ଟମରଙ୍କର ଅର୍ଡର ରିସିଭ କରୁଛନ୍ତି। ତେବେ ଏହି ଭିଡିଓ ଫେକ୍‌ ଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହା ସମ୍ପୂର୍ଣ୍ଣ ସତ ଭିଡିଓ ବୋଲି ଜଣାପଡିଛି।

Related Articles

Back to top button