ସ୍ୱାସ୍ଥ୍ୟ

କମିଛି ସଡନ୍ ଡେଥ୍ ବିପଦ

କୋଭିଡ୍ ଟିକାରୁ ଯୁବବର୍ଗଙ୍କ ମଧ୍ୟରେ କମିଛି ସଡନ୍ ଡେଥ୍ ବିପଦ। ଆଇସିଏମଆର ଗବେଷଣାରୁ ଏହି ତଥ୍ୟ ପ୍ରକାଶ ପାଇଛି । ୧୮ ବର୍ଷରୁ ୪୫ ବର୍ଷ ଯୁବବର୍ଗଙ୍କ ମଧ୍ୟରେ ହଠାତ ମୃତ୍ୟୁ ବିପଦ ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡିଛି।

୧୮ରୁ ୪୫ ବର୍ଷ ମଧ୍ୟରେ କୋଭିଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ନେଇ ହୋଇଥିଲା ସର୍ଭେ । ମୋଟ ୭୨୯ ଜଣଙ୍କର ମୃତ୍ୟୁକୁ ନେଇ ତନାଘନା କରାଯାଇଥିଲା । ଏଥିରୁ ଜଣାପଡିଥିଲା କି ୪୦ରୁ ୪୫ ବର୍ଷ ବର୍ଗଙ୍କ ମଧ୍ୟରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ହାର ଅଧିକ ରହିଛି । କିନ୍ତୁ ୧୮ରୁ ୪୦ ବର୍ଷ ମଧ୍ୟରେ ଯୁବଗୋଷ୍ଠୀଙ୍କ ମୃତ୍ୟୁହାର କମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com