ଜୀବନଶୈଳୀ

ହେତୁବାଦୀଙ୍କୁ ଲିଗାଲ ନୋଟିସ୍ : ୭ ଦିନ ମଧ୍ୟରେ ଉତ୍ତର ନଦେଲେ ମାମଲା ରୁଜୁ

ଭୁବନେଶ୍ୱର, ୨୮/୧୦/୨୦୨୨-   ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ୍ । ହାଇକୋର୍ଟ ଆଇନଜୀବୀ ସନ୍ଦିପନ ମିଶ୍ରଙ୍କ ପକ୍ଷରୁ ଲିଗାଲ ନୋଟିସ୍ ଜାରୀ କରାଯାଇଛି । ୭ ଦିନ ମଧ୍ୟରେ ନିଦ୍ଧିଷ୍ଟ ଉତ୍ତର ନଦେଲେ ମାମଲା ରୁଜୁ ହେବ ବୋଲି କୁହାଯାଇଛି । ଅନ୍ୟପଟେ ସୂର୍ଯ୍ୟୋପରାଗରେ ହେତୁବାଦୀମାନେ ରନ୍ଧା ଖାଦ୍ୟ ଖାଇବାକୁ ବିରୋଧ କରି ପୁର୍ବରୁ ହେତୁବାଦୀ ସଂଗଠନ ବିରୋଧରେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ପକ୍ଷରୁ ଏକ ଏତଲା ଦିଆଯାଇଛି । ସୂର୍ଯ୍ୟୋପରାଗରେ ହେତୁବାଦୀମାନେ ବିରିୟାନୀ ଖାଇଥିଲେ ଯାହାକୁ ନେଇ ବିବାଦ ଦେଖା ଦେଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com