ଅନ୍ୟାନ୍ୟ

ହେତୁବାଦୀଙ୍କୁ ଆକ୍ରମଣ କରିବା ଘଟଣାରେ ୮ ଗିରଫ

ଗତକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଥିବାବେଳେ ଏହାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ । ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀମାନେ ସାମୂହିକ ଭାବରେ ଚିକେନ୍ ବିରିୟାନୀ ପ୍ରସ୍ତୁତ କରିଥିଲେ । ଯାହାକୁ ପରମ୍ପରାବାଦୀ ଏବଂ ବଜରଙ୍ଗ ଦଳ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ଗଣ୍ଡୋଗଳ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ୮ ଜଣ ଗିରଫ ହୋଇଛନ୍ତି । ତେବେ ଏହି ୮ ଜଣଙ୍କୁ ଖାରବେଳ ନଗର ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com