ଓଡ଼ିଶା

ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା.. ଘଟଣାର ପ୍ରତିବାଦ

କବିସୂର୍ଯ୍ୟନଗର : ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା.. ଘଟଣାର ପ୍ରତିବାଦ କରି  କବିସୂର୍ଯ୍ୟନଗର ଦି ମିଡ଼ିଆ କ୍ଲବ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଛି.. ବିଦ୍ୟାଳୟରେ ନକଲି ଶିକ୍ଷକ, ଭୁତ ପିଲା, ସରକାରୀ ଅନୁଦାନ ହରିଲୁଟ ସାଙ୍ଗକୁ ଶିକ୍ଷା ଦାନରେ ଦୋଷ ଦୁର୍ବଳତା ପଦାରେ ପଡିବା ଭୟରେ ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି…

ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ସାମ୍ବାଦିକ ମାନେ ପ୍ରତିବାଦ କରି ଗଣଶିକ୍ଷା ମନ୍ତ୍ରୀ ନିଷ୍ପତି ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି.. ସାମ୍ବାଦିକ ନାରାୟଣୀ ପ୍ରସାଦ ମିଶ୍ର, ସରୋଜ କୁମାର ମିଶ୍ର, କୃପାସିନ୍ଧୁ ସ୍ୱାଇଁ, ନଳିନୀ କାନ୍ତ ମହାରଣା , ପୀତବାସ ଦାଶ, ଗଣେଶ ଡାକୁଆ, କୃଷ୍ଣ ନାହାକ, ଆଲୋକ ଦାଶ,ପ୍ରମୁଖ ଯୋଗ ଦେଇ ଗଣଶିକ୍ଷା ମନ୍ତୀଙ୍କୁ ନିଷ୍ପତି ପ୍ରତ୍ୟାହାର ପାଇଁ ଦାବୀ ଜଣାଇଛନ୍ତି..

Related Articles

Back to top button
WP Twitter Auto Publish Powered By : XYZScripts.com