ଜାତୀୟ

ଭୋଡାଫୋନ୍‌-ଆଇଡିଆ(VI) ଏହାର ଗ୍ରାହକଙ୍କ ଲାଗି ଧମାକାଦାର ପ୍ଲାନ୍ ଲଞ୍ଚ କରିଛି

ଭୋଡାଫୋନ୍‌-ଆଇଡିଆ(VI) ଏହାର ଗ୍ରାହକଙ୍କ ଲାଗି ଧମାକାଦାର ପ୍ଲାନ୍ ଲଞ୍ଚ କରିଛି । ଭିଆଇ ୟୁଜର୍ସଙ୍କ ଲାଗି ୧୬୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ଜାରି କରିଛି ।

ଏହି ଶସ୍ତା ପ୍ଲାନରେ କମ୍ପାନୀ ବହୁ ଜବରଦସ୍ତ ଅଫର ଦେଉଛି । ଭାରତର ଟେଲିକମ୍ ସେକ୍ଟରରେ VI ତୃତୀୟ ବୃହତ୍ତ କମ୍ପାନୀ । ଗତ କିଛିମାସ ମଧ୍ୟରେ ଭିଆଇ ଏହାର ଗ୍ରାହକଙ୍କ ଲାଗି ଦମଦାର ପ୍ଲାନ ଜାରି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com