ଅନ୍ତର୍ଜାତୀୟ

ଇରାକ ଏବଂ ସିରିଆରେ ଥିବା ଇରାନର ୮୫ ଠିକଣା ଉପରେ ଆମେରିକା ଆକ୍ରମଣ କରିଛି

ଇରାକ ଏବଂ ସିରିଆରେ ଥିବା ଇରାନର ୮୫ ଠିକଣା ଉପରେ ଆମେରିକା ଆକ୍ରମଣ କରିଛି। ଆମେରିକା ଆକ୍ରମଣରେ ଇରାକର ୧୬ ଜଣ ଏବଂ ସିରିୟାର ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକ ସାମିଲ ଅଛନ୍ତି। ଏହି ଆକ୍ରମଣ ଦ୍ବାରା ଆମେରିକା ତିନି ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି। ମାତ୍ର ୩୦ ମିନିଟ ମଧ୍ୟରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡର ସିରିୟା ସ୍ଥିତ ୪ ଏବଂ ଇରାକର ୩ ଠିକଣାରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com