ଅନ୍ୟାନ୍ୟ

ଝାରସୁଗୁଡ଼ା ଉପନିର୍ବାଚନରେ ଲଢ଼ିବେ ୯ ପ୍ରାର୍ଥୀ

ଝାରସୁଗୁଡା, ୨୨ /୦୪/୨୦୨୩ –    ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାବର୍ତ୍ତନର  ଶେଷ ଦିନ । ଏହି ଅବସରରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗରଡିଆ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ବେଳେ ଝାରସୁଗୁଡା ଉପ ନିର୍ବାଚନ ପାଇଁ ବର୍ତମାନ 9 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ତେବେ ମୋଟ 14 ଜଣ ପ୍ରାର୍ଥୀ ମୋଟ 22ଟି ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ ।  ସେଥିରୁ 10 ଜଣଙ୍କ ପ୍ରାର୍ଥୀପତ୍ର କାୟମ ରହିଥିବା ବେଳେ ଜଣେ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡା ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ।

Related Articles

Back to top button
WP Twitter Auto Publish Powered By : XYZScripts.com