ଅନ୍ୟାନ୍ୟ

ଝାରସୁଗୁଡ଼ା ଗସ୍ତରେ ଯାଇଛନ୍ତି ପୋଲିସ D.G.

ଭୁବନେଶ୍ୱର, ୦୭/୦୨/୨୦୨୩ –   ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କରିବା ପାଇଁ ଝାରସୁଗୁଡ଼ା ଗସ୍ତରେ ଯାଇଛନ୍ତି ପୋଲିସ D.G. ସୁନୀଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଆଇନ ସୃଙ୍ଖଳା A.D.G. ଆର. କେ. ଶର୍ମା । ତଦନ୍ତ ପ୍ରକ୍ରିୟା କେତେ ବାଟ ଆଗେଇଛି ସେନେଇ କ୍ରାଇମବ୍ରାଞ୍ଚ ଟିମ୍ ସହ ଅଲୋଚନା ଏହି କରିବେ ୩ ଅଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com