ଅନ୍ୟାନ୍ୟ

ଆଜି ପୁଣି ଥାନାରେ ହାଜର ହୋଇପାରନ୍ତି ହ୍ୟୁମାନ ସାଗର

କଟକ, ୨୩/୦୧/୨୦୨୩ –   କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସୋମବାର ପୁଣି ଥାନାରେ ହାଜର ହୋଇପାରନ୍ତି । ଆପୋଷ ସମାଧାନ ପାଇଁ ଉଭୟ ପକ୍ଷ ୨ଦିନ ସମୟ ନେଇଥିଲେ । ଯାହା ସରିଛି । ତେବେ ପତ୍ନୀ ଶ୍ରେୟା ବିବାଦର ଆପୋଷ ସମାଧାନ ପାଇଁ ଅଧିକ ସମୟ ନେଇଥିବା ଜଣାପଡ଼ିଛି । ଗତକାଲି ମଧ୍ୟ ଥାନାରେ ହାଜର ହେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ହ୍ୟୁମାନ ।

Related Articles

Back to top button
WP Twitter Auto Publish Powered By : XYZScripts.com