କ୍ରୀଡ଼ା

ପୁରୀରେ ପହଞ୍ଚିଲା ହକି ବିଶ୍ଵକପ୍ ଟ୍ରଫି

ପୁରୀ, ୨୭/୧୨/୨୦୨୨-   ପୁରୀରେ ପହଞ୍ଚିଲା ପୁରୁଷ ହକି ବିଶ୍ଵକପ୍ -୨୦୨୩ ଟ୍ରଫି । ଟ୍ରଫି ପହଞ୍ଚିବା ପରେ ନୃତ୍ୟଗୀତର ତାଳେତାଳେ ସ୍ୱାଗତ କରା ଯାଇଛି । ପ୍ରଥମେ ସମୁଦ୍ରକୂଳରେ ଟ୍ରଫି ପହଞ୍ଚିବା ପରେ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି । ଏହି ସମୟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ମଙ୍ଗଳବାର ଗୋଟିଏ ଦିନ ଟ୍ରଫି ଭ୍ରମଣ କରିବ । ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ବିଶ୍ୱକପ୍ ଟ୍ରଫି ଡିସେମ୍ବର ୨୫ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com