ଅନ୍ୟାନ୍ୟ

ଦକ୍ଷିଣ କୋରିଆରେ ‘ପ୍ରାଇମେରୀ ଏମିବିକ୍ ମେନିଙ୍ଗୋଏନ୍ସେଫଲାଇଟିସ୍’ ରୋଗରେ ଜଣେ ମୃତ

 ଭୁବନେଶ୍ୱର, ୩୦/୧୨/୨୦୨୨-   ଦକ୍ଷିଣ କୋରିଆରେ ‘ପ୍ରାଇମେରୀ ଏମିବିକ୍ ମେନିଙ୍ଗୋଏନ୍ସେଫଲାଇଟିସ୍’ ରୋଗ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ଥାଇଲ୍ୟାଣ୍ଡରେ ୧୦ ଦିନ ରହିଥିଲେ । ସେଠାରୁ କୋରିଆ ଫେରିବା ପରେ ତାଙ୍କୁ ଜ୍ୱର ହେବା ସହ ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ୧୧ ଦିନରେ ତାଙ୍କର ମୃତ୍ୟୁ ହାଇଥିଲା । ଏହି ଏମିବା ମସ୍ତିଷ୍କରେ ସଂକ୍ରମଣ ହେବା ପରେ ରୋଗୀର ମୃତ୍ୟୁ ହୋଇଥାଏ । ଏହି ଏମିବାକୁ ବ୍ରେନ୍ ଇଟିଙ୍ଗ ଏମିବା ମଧ୍ୟ କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com