Featuredଜାତୀୟରାଜନୀତି

ତଦନ୍ତ ସରିବା ଯାଏଁ ବ୍ରିଜ ଭୂଷଣଙ୍କୁ ଦାୟିତ୍ୱରୁ ଅନ୍ତର

ନୂଆଦିଲ୍ଲୀ: ୪ ସପ୍ତାହ ଲାଗି ଦାୟିତ୍ବରୁ ଅନ୍ତର ହେବେ କୁସ୍ତି ମହାସଙ୍ଘ ସଭାପତି ବ୍ରିଜ ଭୂଷଣ  । ଏହା ଛଡ଼ା ଯୌନ କେଳେଙ୍କାରୀ ଅଭିଯୋଗର ତଦନ୍ତ ଲାଗି ଗଠିତ କମିଟିକୁ ସହଯୋଗ କରିବା ଲାଗି ତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ସରକାରୀ ଆଶ୍ବାସନା ପରେ ଜନ୍ତରମନ୍ତରରୁ ହଟିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ପରେ ବାହାରିଛି ନିସ୍କର୍ସ ।

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହେବ ତଦନ୍ତ । ଏନେଇ ଏକ କମିଟି ଗଠନ କରିଛି ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ । ଏହି କମିଟିର ଅଧ୍ୟକ୍ଷତା କରିବେ ମେରିକମ୍ । କମିଟିରେ ଅଲକନନ୍ଦା ଅଶୋକ, ଡୋଲା ବାନାର୍ଜୀ, ଯୋଗେଶ୍ବର ଦତ୍ତ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com