Featuredଜାତୀୟସ୍ୱାସ୍ଥ୍ୟ

ଏର୍ନାକୁଲମରେ ୧୯ ଛାତ୍ର ସଂକ୍ରମିତ

ତିରୁଅନନ୍ତପୁରମ: ‌କେରଳର ଏର୍ନାକୁଲମ ‌ଜିଲ୍ଲାର କକ୍କନାଡ଼ରେ ଏକ ସ୍କୁଲ୍‌ର ୧୯ ଜଣ ଛାତ୍ର ନୋରଭାଇରସରେ ସଂକ୍ରମିତ ହୋଇଛନ୍ତି । କିଛି ଅଭିଭାବକ ମଧ୍ୟ ନୋରଭାଇରସରେ ସଂକ୍ରମିତ ଥିବା ଜଣାପଡ଼ିଛି ।

ଏନେଇ ଏର୍ନାକୁଲମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଅନଲାଇନ କ୍ଲାସ ଆରମ୍ଭ ହୋଇଛି। ଜିଲ୍ଲାର ଜଣେ ବରିଷ୍ଠ ମେଡିକାଲ ଅଧିକାରୀଙ୍କ ଅନୁଯାୟୀ ମୋଟ୍‌ ୬୧ ଛାତ୍ର ଏବଂ କିଛି ଅଭିଭାବକଙ୍କ ଠାରେ ନୋରଭାଇରସ୍‌ର ଲକ୍ଷଣ ଦେଖାଦେବାପରେ ଟେଷ୍ଟ୍‌ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com