ଅନ୍ୟାନ୍ୟ

ଏଣିକି ଏକାଠି ରହିବେ ହ୍ୟୁମାନ ସାଗର-ଶ୍ରୀୟା

 କଟକ, ୩୦ /୦୧/୨୦୨୩ –   କଣ୍ଠଶିଳ୍ପୀ ହ୍ୟୁମାନ ସାଗର-ଶ୍ରୀୟା ଏଣିକି ଏକାଠି ରହିବେ । କଟକ ମହିଳା ଥାନାରେ ସେମାନଙ୍କ ପାରିବାରିକ ବିବାଦର ଆପୋସ ବୁଝାମଣା ଓ ସମାଧାନ ହୋଇଛି । ଏପରି ସୂଚନା ଦେଇଛନ୍ତି ହ୍ୟୁମାନଙ୍କ ମାଆ । ଏକ ମାସ ମଧ୍ୟରେ ଉଭୟ ଦେଖା କରିବେ, ସମ୍ପର୍କକୁ ଉତ୍ତମ କରିବେ । ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୁ ଘର ଫେରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com