ଅନ୍ୟାନ୍ୟ

ଆସିଲା ନବ ଦାସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ

ଭୁବନେଶ୍ୱର, ୩୧ /୦୧/୨୦୨୩ –    ଆସିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ । ଡାକ୍ତର ଲକ୍ଷ୍ମୀକାନ୍ତ ବେହେରା ପୋଷ୍ଟ ମର୍ଟମ ରିପୋର୍ଟ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିଛନ୍ତି । ସେପଟେ ଗୋପାଳର ଜାମିନ ଆବେଦନକୁ ବିରୋଧ କରାଯାଇଛି । ଏ ନେଇ ଏକ ପିଟିସନ କୋର୍ଟରେ ଦାୟର କରାଯାଇଥିବା ସରକାରୀ ଓକିଲ ବି. ପ୍ରକାଶ ମହାନ୍ତି କହିଛନ୍ତି ।  ଅନ୍ୟପଟେ ଝାରସୁଗୁଡ଼ା ଗୁଳିମାଡ଼ ସ୍ଥଳରେ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଛାନଭିନ୍ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com