ଅନ୍ୟାନ୍ୟ
ଗୋପାଳ ଦାସ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର

ଭୁବନେଶ୍ୱର,୧୪/୦୨/୨୦୨୩ – ଗୋପାଳ ଦାସ ଝାରସୁଗୁଡାରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର । ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ପାଇଁ ଜେଲ ବିଭାଗ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ପରେ ଝାରସୁଗୁଡା ସବଜେଲରୁ ଗୋପାଳକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି। ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ୧୭ ଦିନ ହେଲାଣି । ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, କ୍ରାଇମବ୍ରାଞ୍ଚ ଏବେ ବି ତାର ଖୁଲାସ କରିନାହିଁ ।