ଅନ୍ୟାନ୍ୟ

ସଡ଼କ ଦୁର୍ଘଟଣାରେ ଜୀଅନ୍ତା ଜଳିଗଲେ ଦୁଇ ଯୁବକ

କନ୍ଦରପୁର, କଟକ, ୧୪/୦୨/୨୦୨୩ –  ସଡ଼କ ଦୁର୍ଘଟଣାରେ ବାଇକ ସହ ଜୀଅନ୍ତା ଜଳିଗଲେ ଦୁଇ ଯୁବକ । ଦୁଇ ମୃତକ ହେଲେ ଈଶାନ କୁମାର ସାହୁ ଓ ରାଜେଶ ଦାସ । ଉଭୟଙ୍କ ଘର ଜଗତସିଂହପୁର ରାହାମା ଅଞ୍ଚଳରେ ବୋଲି ଜଣାପଡିଛି । ଦୁଇ ଯୁବକ ରାହାମାରୁ ପୁରୀ ଯାଉଥିଲେ । କଟକ-ପାରାଦୀପ ରାସ୍ତା କନ୍ଦରପୁର ଟୋଲଗେଟ ନିକଟରେ ଅନ୍ୟ ଏକ ଗାଡ଼ିକୁ ପଛପଟୁ ଧକା ଦେବା ପରେ ତେଲ ଟାଙ୍କି ଫାଟି ଗାଡିରେ ନିଆଁ ଲାଗି ଯାଇଥିଲା । ଫଳରେ ପୋଡି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com