ଅନ୍ୟାନ୍ୟ

କ୍ରାଇମବ୍ରାଞ୍ଚ କବ୍ଜାରେ ୨ ଅନଲାଇନ ବେଟିଂ ଚିଟଫଣ୍ଡ ଠକ

ଭୁବନେଶ୍ୱର, ୨୪/୦୨/୨୦୨୩ –     ୨ ଜଣ ଅନଲାଇନ ବେଟିଂ ଚିଟଫଣ୍ଡ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଉଭୟଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁଇ ଅଭିଯୁକ୍ତ ହେଲେ ରୁସ୍ତମ ଖାନ ଓ ମହମଦ ହାକିମ । ଗିରଫ ପରେ ୨  ଅଭିଯୁକ୍ତଙ୍କୁ ଚିଫ ଜୁଡ଼ିସିଆଲ ମାଜିଷ୍ଟ୍ରେଟରେ ହଜାର କରାଯାଇ ୫ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଅଣାଯାଉଛି । ଉଭୟଙ୍କୁ ବ୍ରହ୍ମପୁର O.P.I.D. କୋର୍ଟରେ ହାଜର କରାଯିବ ।

୧୫୦ ଆକାଉଣ୍ଟରେ ଏହି ରାକେଟ ଅପରେଟ ହେଉଥିଲା । ଏବେସୁଦ୍ଧା ୧୭ ଟି ଆକାଉଣ୍ଟ କୁ ଠାବ କରିଛି କ୍ରାଇମବ୍ରାଞ୍ଚ । ଏବେ ସୁଦ୍ଧା ୧୦୮ କୋଟି ଟଙ୍କା ଠାବ କରାଯାଇଛି।  ଏବେ ଏହି ଘଟଣାକୁ ନେଇ EOW ଇଣ୍ଟରପୁଲର ସହାୟତା ଲୋଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com