Featuredଜାତୀୟରାଜନୀତି

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ,୮ ଘଣ୍ଟା ଜେରା ପରେ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୀର୍ଘ ଦିନର ପଚରାଉଚରା ପରେ ସିବିଆଇ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ମନୀଷ ସିସୋଦିଆଙ୍କ ଗିରଫଦାରୀ ହେତୁ ଆମ୍ ଆଦମୀ ପାର୍ଟିରେ ଅନେକ କ୍ଷୋଭ ଦେଖିବାକୁ ମିଳୁଛି।

ମଦ ନୀତି ଦୁର୍ନୀତିରେ ୮ ଘଣ୍ଟା ମାରାଥନ ପଚରାଉଚରା ପରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ତଦନ୍ତ ପୂର୍ବରୁ ମନୀଷ ସିସୋଦିଆ କହିଥିଲେ ଯେ ମୁଁ ୭-୮ ମାସ ଜେଲରେ ରହିଲେ ମଧ୍ୟ ମୋ ପାଇଁ ଦୁଃଖିତ ହୁଅ ନାହିଁ, ଗର୍ବିତ ହୁଅ। ପ୍ରଧାନମନ୍ତ୍ରୀ ମୋଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭୟ କରୁଛନ୍ତି ତେଣୁ ସେ ମୋତେ ଏକ ଜାଲ୍ ମାମଲାରେ ଜଡିତ କରିବାକୁ ଚାହୁଁଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com