Featuredଜାତୀୟ

ଥାଣେରେ ଯୋଶୀମଠ ଭଳି ପରିସ୍ଥତି

ମହାରାଷ୍ଟ୍ର ଥାଣେ ଜିଲ୍ଲାର ଡୋମ୍ବିବଲିରେ ୫ ମହଲା କୋଠାରେ ଫାଟ ସୃଷ୍ଟି ହେବାରୁ ଏଠାରେ ରହୁଥିବା ପାଖାପାଖି ୨୫୦ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାରକାରୀ ଦଳଙ୍କ କହିବା ମୁତାବକ, ଶନିବାର ରାତିରେ ହଠାତ୍ କୋଠାର କାନ୍ଥରେ ଫାଟ ଦେଖାଦେବାରୁ ଲୋକଙ୍କୁ ଖାଲି କରାଯାଇଥିଲା । ସିଭିକ୍ ସବଫାୟାର ଅଫିସରଙ୍କ କହିବା ମୁତାବକ, ଏହି କୋଠା ୧୯୯୮ରେ ନିର୍ମାଣ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com