ଅନ୍ତର୍ଜାତୀୟ

ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଦଳ କଂଜରଭେଟିଭ ପାର୍ଟିକୁ ଆଗାମୀ ନିର୍ବାଚନରେ ବଡ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ

ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଦଳ କଂଜରଭେଟିଭ ପାର୍ଟିକୁ ଆଗାମୀ ନିର୍ବାଚନରେ ବଡ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ ।

ବ୍ରିଟେନରେ କରାଯାଇଥିବା ଏକ ଜନମତ ସର୍ଭେରେ ଏଭଳି ଦାବି କରାଯାଇଛି। ଏହି ସର୍ଭେ ୧୮ ହଜାର ଲୋକଙ୍କ ନମୁନା ଉପରେ ଆଧାରିତ । ଏହି ସର୍ଭେରେ କୁହାଯାଇଛି ଯେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟି ଆଗାମୀ ନିର୍ବାଚନରେ ହାରି କ୍ଷମତାଚ୍ୟୁତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com