Breaking NewsFeaturedଅନ୍ତର୍ଜାତୀୟ

ସାମ୍ବାଦିକ ଏବଂ ଗଣମାଧ୍ୟମ କର୍ମୀଙ୍କ ମୃତ୍ୟୁ

ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡିସେମ୍ବର ୪ ସୁଦ୍ଧା ଅତି କମରେ ୬୩ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ କର୍ମୀଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଏତଦ୍‌ବ୍ୟତୀତ ୫୬ ପାଲେଷ୍ଟାଇନ, ୪ ଇସ୍ରାଏଲ ଏବଂ ୩ ଲେବନାନ ସାମ୍ବାଦିକ ଆହତ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ ୧୧ ଜଣ ସାମ୍ବାଦିକ ଆହତ ହୋଇଥିବା ବେଳେ ୩ ଜଣ ନିଖୋଜ ଓ ୧୯ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com