ଅନ୍ୟାନ୍ୟ

୨୦୨୩ ମସିହା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରର ଏକ ତାଲିକା ପ୍ରକାଶ ପାଇଛି

ପୃଥିବୀର ବିଭିନ୍ନ ସିନେମା, ଟିଭି ଧାରାବାହିକ ଓ ସେଲିବ୍ରିଟିମାନଙ୍କ ସମ୍ପର୍କରେ ଭରସାଯୋଗ୍ୟ ମାନକ ତାଲିକା ପ୍ରକାଶ କରୁଥିବା ସଂସ୍ଥା ଇଣ୍ଟରନେଟ୍‌ ମୁଭି ଡାଟାବେସ୍‌ ପକ୍ଷରୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରର ଏକ ତାଲିକା ପ୍ରକାଶ ପାଇଛି।

ଚଳିତ ବର୍ଷ ଜାନୁଆରି ୧ ରୁ ନଭେମ୍ବର ୬ ମଧ୍ୟରେ ମୁକ୍ତିଲାଭ କରିଥିବା ଦଶଟି ସବୁଠାରୁ ଲୋକପ୍ରିୟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାୟ ୨୦ ଲକ୍ଷ ଦର୍ଶକଙ୍କ ମତାମତକୁ ଭିତ୍ତି କରି ପ୍ରସ୍ତୁତ ଏହି ତାଲିକାରେ ଶାହରୁଖଙ୍କ ‘ଯବାନ’ ଶୀର୍ଷରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com