ବିଜ୍ଞାନ ଓ ପ୍ରଯୁକ୍ତି

ଆଜିଠାରୁ ମୁସଲମାନଙ୍କ ରମଜାନ ମାସ ଆରମ୍ଭ

ଭୁବନେଶ୍ୱର, ୨୪/୦୩/୨୦୨୩ –   ମୁସଲମାନଙ୍କ ପବିତ୍ର ରମଜାନ ମାସ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଶାନ୍ତି, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମାନା କରିଛନ୍ତି ।

ମୁସଲିମ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ ତମ ଦିନ । ଗୁରୁବାରଠାରୁ ରମଜାନ ଆରମ୍ଭ ହୋଇଥାନ୍ତା । ତେବେ ପ୍ରତିକୂଳ ପାଗ ଯୋଗୁ ଚନ୍ଦ୍ର ଦେଖାନଯିବାରୁ ଆଜିଠୁ ରମଜାନ ମାସ ଆରମ୍ଭ ହେଉଛି । ରମଜାନରେ ସମୂହ ନମାଜ ପାଠ ପାଇଁ ସଜେଇ ହୋଇଛି ମସଜିଦ୍ । ରୋଜା ପାଳୁଥିବା ମୁସଲମାନ ଭାଇଭଉଣୀ ଆଜିଠୁ ଉପବାସରେ ରହିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com