Featured

ପୃଥିବୀ ଆଡକୁ ମାଡି ଆସୁଛି ଏକ ବିଶାଳ ଉଲ୍‌କାପିଣ୍ଡ

ଏକ ବିଶାଳ ଉଲ୍‌କାପିଣ୍ଡ ପୃଥିବୀ ଆଡକୁ ମାଡି ଆସୁଛି। ଆଜି ରାତିରେ ହିଁ ଏହି ଉଲ୍‌କାପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହେବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ୨୦୧୨ ମସିହାରେ ପ୍ରଥମେ ବୈଜ୍ଞାନିକମାନେ ଏହାକୁ ଦେଖିଥିଲେ । ଶେଷ ଥର ପାଇଁ ୨୦୧୭ରେ ଏହି ଉଲ୍‌କାପିଣ୍ଡ ପୃଥିବୀ ଆଡକୁ ମାଡି ଆସୁଥିବାର ଦେଖାଯାଇଥିଲା । ପୁଣି ଆଜି ରାତି ୧୧.୩୩ ରେ ପୃଥିବୀର ଅତି ନିକଟକୁ ଆସିବ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି ।

ଜାନୁଆରୀ ୨୦୩୪ ରେ ଏବଂ ପୁନର୍ବାର ୨୩ ବର୍ଷ ପରେ ମେ ୨୦୫୭ ରେ ଏହା ପୃଥିବୀର ଅତି ନିକଟବର୍ତ୍ତୀ ହେବ । ଶେଷ ଥର ପାଇଁ ସେପ୍ଟେମ୍ବର ୨୦୭୯ ରେ ପୃଥିବୀ ପାଖକୁ ଆସିବା ପରେ ଏହା ମହାକାଶରେ ଅଦୃଶ୍ୟ ହୋଇଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com