ଅନ୍ୟାନ୍ୟ

ଗାଧୋଇବାବେଳେ ଭାସିଗଲେ ୩ ସାଙ୍ଗ

କାକଟପୁର, ୩୦/୦୩/୨୦୨୩ –    ପୁରୀ ଜିଲ୍ଲା ‘ଦେବୀ ନଦୀ’ରେ ଅଘଟଣ । ଗାଧୋଇବା ବେଳେ ଜଳ ସ୍ରୋତରେ ଭାସିଗଲେ ୩ ସାଙ୍ଗ । ଖବର ପାଇ ନିକଟସ୍ଥ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଛନ୍ତି । ତେବେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସେ ହେଉଛନ୍ତି କାକଟପୁର ବ୍ଲକ ଅନ୍ତର୍ଗତ ଲତାହରଣ ଗ୍ରାମପଞ୍ଚାୟତ ବାଉରିଆକଣ ଗ୍ରାମ ଲତାହରଣ ବସ୍ତିର ସେକ୍‌ ୟାକୁବ୍‌ଙ୍କ ୧୭ ବର୍ଷ ବୟସ୍କ ପୁଅ ସେକ୍‌ ଦାନିବ ।

Related Articles

Back to top button
WP Twitter Auto Publish Powered By : XYZScripts.com