ଅନ୍ୟାନ୍ୟ

ରମା ଦେବୀ କ୍ୟାମ୍ପସରୁ ମୃତ ଦେହ ଉଦ୍ଧାର

 ଭୁବନେଶ୍ୱର, ୦୨/ ୦୪/ ୨୦୨୩ –    ପୁଣି ଚର୍ଚ୍ଚାରେ ରମା ଦେବୀ ବିଶ୍ୱବିଦ୍ୟାଳୟ । ଏଥର ରମା ଦେବୀ କ୍ୟାମ୍ପସରେ ଏକ ଅଟୋରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିନାହିଁ । ମୃତ ଦେହ ବିଶ୍ୱବିଦ୍ୟାଳୟ ପରିସରକୁ କେମିତି ଆସିଲା, ତାହା ଜଣାପଡି ନାହିଁ । ଅଧିକ ତଥ୍ୟ ପାଇଁ ପୋଲିସ ଗାଡି ମାଲିକକୁ ଠାବ କରି ପଚରାଉଚରା ଜାରିରଖିଛି । ତେବେ ଉଦ୍ଧାର ହୋଇଥିବା ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com