ଅନ୍ୟାନ୍ୟ

ଶିମିଳିପାଳରେ କଳାବାଘର ମୃତ୍ୟୁ

ଭୁବନେଶ୍ୱର, ୦୧/୦୫/୨୦୨୩ –     ଶିମିଳିପାଳରେ କଳାବାଘର ମୃତ । ମୟୂରଭଞ୍ଜ ବଡମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ଠାବ କରିଛି ବନ ବିଭାଗ । ଦୁଇ ବାଘଙ୍କ ଭିତରେ ଲଢ଼େଇରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି PCCF ସୂଚନା ଦେଇଛନ୍ତି । ମୃତ ବାଘଟି ଅଣ୍ଡିରା ହୋଇଥିବା ବେଳେ ତାର ବୟସ ୩ ବର୍ଷ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com