ଅନ୍ତର୍ଜାତୀୟ

ବିଶ୍ୱର ଅନ୍ୟତମ ଧନଶାଳୀ ବ୍ୟକ୍ତି ଏଲନ କହିଛନ୍ତି, ୫ ବର୍ଷରୁ କମ୍ ସମୟ ମଧ୍ୟରେ ବିନା ମାନବରେ ମଙ୍ଗଳ ଗ୍ରହରେ ପହଞ୍ଚିବା ସମ୍ଭବ ହୋଇପାରିବ

ବିଶ୍ୱର ଅନ୍ୟତମ ଧନଶାଳୀ ବ୍ୟକ୍ତି ଏଲନ କହିଛନ୍ତି, ୫ ବର୍ଷରୁ କମ୍ ସମୟ ମଧ୍ୟରେ ବିନା ମାନବରେ ମଙ୍ଗଳ ଗ୍ରହରେ ପହଞ୍ଚିବା ସମ୍ଭବ ହୋଇପାରିବ । ୧୦ ବର୍ଷ ମଧ୍ୟରେ ମଣିଷ ସେଠାରେ ଅବତରଣ କରିବ ।

୨୦ ବର୍ଷ ମଧ୍ୟରେ ସେଠାରେ ସହର ଗଢ଼ି ଉଠିବ । ଯଦି ଏହି ଅବଧି ମଧ୍ୟରେ ତାହା ସମ୍ଭବ ନହୁଏ, ତେବେ ୩୦ ବର୍ଷ ମଧ୍ୟରେ ମଙ୍ଗଳରେ ସହରୀ ସଭ୍ୟତା ଗଢ଼ି ଉଠିବା ସମ୍ଭବ ହୋଇପାରିବ । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com