ଓଡ଼ିଶା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣରେ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣରେ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ପ୍ରକଳ୍ପ ନ ସାରିଲେ କେନ୍ଦ୍ର ଟଙ୍କାଟିଏ ଦେବନାହିଁ। କିନ୍ତୁ ପ୍ରକଳ୍ପକୁ ଅଧାରେ ସରକାର ବନ୍ଦ କରିପାରିବେ ନାହିଁ।

ଯେତିକି ଅଧା ପ୍ରକଳ୍ପ ଥିବ, ପୌରସଂସ୍ଥାମାନେ ନିଜ ପାଣ୍ଠିରୁ ଖର୍ଚ୍ଚ କରି ଏହାକୁ ଶେଷ କରିବେ ଓ ସମ୍ପୃକ୍ତ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେବା ନିଶ୍ଚିତ କରିବେ। ଏଭଳି ଏକ ଚିଠି ବିଏମ୍‌ସିରେ ପହଞ୍ଚିବା ପରେ ଭୂକମ୍ପପ୍ରାୟ ସ୍ଥିତି ସୃଷ୍ଟି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com