କ୍ରୀଡ଼ା

ଟି -୨୦ ସିରିଜ୍‌ ଖେଳିବେ

ବିଶ୍ୱକପ ପରେ ଆସନ୍ତା ୨୩ ନଭେମ୍ବର ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍‌ ଖେଳାଯିବ। ଯେଉଁଠାରେ ସିରିଜର ଶେଷ ମ୍ୟାଚ ଡିସେମ୍ବର ୩ ରବିବାର ଖେଳାଯିବ।

ଏହି ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା କରାଯାଇଛି। ଭାରତର ଦଳ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ମାଥ୍ୟୁ ୱେଡଙ୍କ ଅଷ୍ଟ୍ରେଲିଆ ଅଧିନାୟକ ହେବେ। ବିସିସିଆଇ ଖୁବ ଶୀଘ୍ର ଦଳ ଘୋଷଣା କରିପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com