Breaking NewsFeaturedଅନ୍ୟାନ୍ୟ

୫ ବର୍ଷରେ ୪୩୦ ହାତୀ ମୃତ

ବିଗତ ୫ ବର୍ଷ ମଧ୍ୟରେ ୪୩୦ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ୪ଟି ମହାବଳ ବାଘ, ୩୧ଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୫୨ ଗୋଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କର ବି ଜୀବନ ଯାଇଛି।

ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଲିଖିତ ଉତ୍ତର ଦେଇଛନ୍ତି।ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଦ୍ୱାରା ଏହି ଜୀବଜନ୍ତୁମାନେ ମୃତ୍ୟୁବରଣ କରିଥିବା ନେଇ ସେ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com