ଅନ୍ୟାନ୍ୟ

କଟକ ପାଇଁ ୧୦୦ ଇ-ବସ୍‌‌

କଟକ ସହର ପାଇଁ ୧୦୦ଟି ଇ-ବସ୍‌‌ ରାଜ୍ୟ ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସେଥିପାଇଁ ସହରରେ କ୍ରୁଟ୍‌‌ ପକ୍ଷରୁ ଖୋଲିବାକୁ ଯାଉଛି ନୂଆ ଓଡି ଟର୍ମିନାଲ। ସିଡିଏ ସେକ୍ଟର-୧୦ସ୍ଥିତ ବିଜୁ ପଟ୍ଟନାୟକ ପାର୍କ, ସିଏନ୍‌‌ବିଟି ପରିସର ଏବଂ ଜଗତପୁରଠାରେ ପ୍ରଥମ ପର୍ଯ୍ୟାୟରେ ୩ଟି ଓଡି ଟର୍ମିନାଲ୍‌‌ କରାଯିବ।

ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩ଟି ଟର୍ମିନାଲ୍‌‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟର୍ମିନାଲ୍‌‌ରେ ଇ-ବସ୍‌‌ ପରିଚାଳନା କରାଯିବ। ଏଠାରେ ଚାର୍ଜିଂ ପଏଣ୍ଟ୍‌‌, ବସ୍‌‌ରେ ଯିବାଆସିବା ନିମନ୍ତେ ମାସିକ ପାସ୍‌‌ ବ୍ୟବସ୍ଥା, ସ୍ମାର୍ଟ ପାସ୍‌‌ ଇସ୍ୟୁ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com