Featuredବିଜ୍ଞାନ ଓ ପ୍ରଯୁକ୍ତି

‘ଭାଇରସ୍ ଇଣ୍ଡେକ୍ସିଂ ଲ୍ୟାବ୍’

ଉଦ୍ୟାନ କୃଷିର ଭୂତାଣୁ ପ୍ରତିକାର ପାଇଁ ରାଜ୍ୟ କୃଷି ବିଭାଗ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱରରେ ଏକ ‘ଭାଇରସ୍ ଇଣ୍ଡେକ୍ସିଂ ଲ୍ୟାବ୍’ ପ୍ରତିଷ୍ଠା ହେବ।

ଉଦ୍ୟାନ କୃଷିକୁ ଭୂତାଣୁବିହୀନ କରିବା ଲକ୍ଷ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧିନରେ ପାଣ୍ଠି ଯୋଗାଇ ଦିଆଯାଇଛି। ସେଣ୍ଟ୍ରାଲ ହର୍ଟିକଲଚରାଲ ଏକ୍ସପେରିମେଣ୍ଟ ଷ୍ଟେସନ ସହାୟତାରେ ଏହି ଲ୍ୟାବ୍ ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି।

ଏହି ପରୀକ୍ଷାଗାରରେ ଉଦ୍ୟାନ କୃଷିରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଭୂତାଣୁ ଉପରେ ପରୀକ୍ଷାନିରୀକ୍ଷା କରାଯିବ।

Related Articles

Back to top button