ଅନ୍ୟାନ୍ୟ

ସାରାଙ୍କ ସହ ଯୁବକ କିଏ ?

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର କ୍ରିକେଟର ଶୁଭମନ ଗିଲଙ୍କୁ ଡେଟ୍‌ କରୁଥିବା କୁହାଯାଉଥିବା ବେଳେ ଏବେ ଆଉ ଜଣେ ଯୁବକଙ୍କ ନାମ ସାମ୍ନାକୁ ଆସିଛି। ସାରା ଶୁଭମନଙ୍କୁ ନୁହେଁ ବରଂ ତାଙ୍କ ସହ ସମ୍ପର୍କରେ ଥିବା ଖବର ସାମ୍ନାକୁ ଆସିଛି।

କଥାଟି କେତେ ସତ କେତେ ମିଛ ଜଣାପଡ଼ି ନ ଥିଲେ ହେଁ ସାରାଙ୍କ ସହ ଉକ୍ତ ଯୁବକଙ୍କ ଏକାଧିକ ଭିଡିଓ ଭାଇରାଲ ହେଉଛି। ସାରାଙ୍କ ଏକ ନୂଆ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସାରାଙ୍କ ସହ ଖୁସପ୍ରିତ ସିଂହ ରହିଛନ୍ତି। ଏହାକୁ ନେଇ ଲୋକେ ଦୁହିଁଙ୍କ ଡେଟିଂ ଚାଲିଥିବା କହୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com