କ୍ରୀଡ଼ା

ବଙ୍ଗୀୟ ମଡେଲ ହତ୍ୟା ଧମକ

ବଙ୍ଗୀୟ ମଡେଲ ହେମୋଶ୍ରୀ ଭଦ୍ରା ଟ୍ରେବିସ ହେଡଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏହା ବାସ୍ତବ ବିବାହ ନୁହେଁ। କିନ୍ତୁ ଟ୍ରେବିସ ହେଡ ନାମରେ ମଡେଲ ନିଜ ମଥାରେ ସିନ୍ଦୁର ପିନ୍ଧିଛନ୍ତି।

ଏହାର ଏକ ଭିଡିଓ ହେମୋଶ୍ରୀ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ମଡେଲଙ୍କୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସହିତ ଏଭଳି ଫଟୋପୋଷ୍ଟ କରିବ‌ା ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ବି ଦେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com