Featuredଅନ୍ୟାନ୍ୟ

ସାଇକ୍ଲୋନ୍‌ ‘ମିଗଜୋମ୍‌’ ଚେନ୍ନାଇରେ ହଇଚଇ ସୃଷ୍ଟି କରିଛି

ସାଇକ୍ଲୋନ୍‌ ‘ମିଗଜୋମ୍‌’ ଚେନ୍ନାଇରେ ହଇଚଇ ସୃଷ୍ଟି କରିଛି। ଗତ ଦୁଇ ଦିନ ହେବ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହୋଇ ହନ୍ତସନ୍ତ ‌ହେଉଛନ୍ତି ସହରବାସୀ। ନିକଟରେ କାରପକ୍କମ୍‌ରେ ଫସି ରହିଥିବା ଅଭିନେତା ବିଷ୍ଣୁ ବିଶାଲଙ୍କୁ ଅଗ୍ନିଶମ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି।

ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଅଭିନେତ‌ା ଏହି ତଥ୍ୟ ସେୟ‌ାର୍‌ କରିଥିବା ବେଳେ ତାଙ୍କ ସହ ଫଟୋରେ ସୁପର୍‌ଷ୍ଟାର୍‌ ଆମୀର ଖାନ୍‌ ବି ନଜର ଆସିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବନ୍ୟାରେ ଆମୀର ବି ଫସି ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com