ଅନ୍ୟାନ୍ୟ

ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ

ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି।

ଯାହାଦ୍ୱାରା ଆହତମାନେ ଯଥାଶୀଘ୍ର ମାଗଣା ଚିକିତ୍ସା ପାଇପାରିବେ ଏବଂ ସେମାନଙ୍କ ଜୀବନ ରକ୍ଷା ହୋଇପାରିବ। ଏଥିପାଇଁ ମୋଟର ଯାନ ଅଧିନିୟମରେ ପରିବର୍ତ୍ତନ ହୋଇସାରିଛି । ତଥ୍ୟ ଅନୁଯାୟୀ, ଗତ ବର୍ଷ ୪.୪୬ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୪.୨୩ ଲକ୍ଷ ଲୋକ ଆହତ ହୋଇଥିଲେ ଏବଂ ୧.୭୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com