ଅନ୍ୟାନ୍ୟ

ପାରଦୀପ ପୋର୍ଟରେ ଲାଗିଥିବା ଜାହାଜ MV DEBIରୁ ମିଳିଥିବା କୋକେନ ର ହେବ ମାନ ନିରୂପଣ

ପାରଦୀପ ପୋର୍ଟରେ ଲାଗିଥିବା ଜାହାଜ MV DEBIରୁ ମିଳିଥିବା କୋକେନ ର ହେବ ମାନ ନିରୂପଣ । ଏଥିନିମନ୍ତେ ଜାତୀୟ ଫରେନସିକ୍ ଲାବରୋଟୋରିକୁ ସାମ୍ପଲ ପଠାଯିବ ।

କଲିକତା, ହାଇଦ୍ରାବାଦ କିମ୍ବା ଦିଲ୍ଲୀର କୌଣସି ଲାବୋରେଟରୀକୁ ସାମ୍ପଲ ପଠାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ କେବଳ କୋର୍ଟଙ୍କ ଅନୁମତିକୁ ଅପେକ୍ଷା କରାଯାଇଥିବା କଷ୍ଟମସ୍ ବିଭାଗ ପକ୍ଷରୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com