ଅନ୍ୟାନ୍ୟ

୨୦୨୩ ଶେଷକୁ ଚନ୍ଦ୍ରାୟନ-୩ ଅଭିଯାନ ଆରମ୍ଭ କରିବ ISRO

ଭୁବନେଶ୍ୱର, ୦୬/୦୧/୨୦୨୩ –   ୨୦୨୩ ଶେଷ ଆଡ଼କୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ISRO ପକ୍ଷରୁ ଚନ୍ଦ୍ରାୟନ-୩ ଅଭିଯାନ ଆରମ୍ଭ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ମୋଟାମୋଟି ଶେଷ ହେବା ସହିତ ଉପଗ୍ରହ ବ୍ୟବସ୍ଥା ମଧ୍ୟ ପୂର୍ଣ୍ଣ ସମନ୍ୱିତ ଢଙ୍ଗରେ ଶେଷ କରାଯାଇଛି । ଚନ୍ଦ୍ରାୟନ-୩କୁ ୨ ଅପେକ୍ଷା ଅଧିକ ଶକ୍ତିଶାଳୀ ସଫ୍ଟୱେୟାର, ବିପଦପ୍ରବଣ ସ୍ଥାନଗୁଡ଼ିକର ଚିହ୍ନଟ ଶକ୍ତି ଆଦି ଖଞ୍ଜାଯାଇଛି । ଏହା କହିଛନ୍ତି ISRO ମୁଖ୍ୟ ଏସ. ସୋମନାଥ । ଏହାପୂର୍ବରୁ ଚନ୍ଦ୍ରାୟନ-୨ ଚନ୍ଦ୍ରପୃଷ୍ଟରେ ଶେଷ ମୁହୂର୍ତ୍ତରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । କିନ୍ତୁ ଏଥର ଏହା ସଫଳ ହେବ ବୋଲି ISRO ଆଶା ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com