ଶିକ୍ଷା

ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ୫ ହଜାର ୨୫ଟି ସ୍କୁଲ ଆବେଦନ କରିଛନ୍ତି

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧିନରେ ସାରା ରାଜ୍ୟରୁ ୭୯ ହଜାରେ ୫୬୫ ଆବେଦନ ଆସିଛି । ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ୫ ହଜାର ୨୫ଟି ସ୍କୁଲ ଆବେଦନ କରିଛନ୍ତି ।

ସେହିପରି ଏହିସବୁ ବିଦ୍ୟାଳୟର ୪ ହଜାର ୩୦୪ ଜଣ ପ୍ରଧାନଶିକ୍ଷକ ଓ ୧୪ ହଜାର ୨୬୨ ଜଣ ଶିକ୍ଷକ ଆବେଦନ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦ ହଜାର ୨୩ଟି ବିଦ୍ୟାଳୟ ଆବେଦନ କରିଥିବାବେଳେ ୮ ହଜାର ୪୫୪ ଜଣ ପ୍ରଧାନ ଶିକ୍ଷକ ଓ ୩୦ ହଜାର ୯୯୯ ଶିକ୍ଷକ ଆବେଦନ କରିଛନ୍ତି । ୩ ହଜାର ୫୯୫ଟି ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ଆବେଦନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com